କୋର୍ଟରେ ଥିବା ପୋଲିସ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି । ମହିଳା କେଉଁ କାରଣରୁ ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । ବୈଦ୍ୟନାଥପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ଓଡିଶା ଖବର ଆହୁରି ପଢନ୍ତୁ