ପୂର୍ବରୁ ଅଟୋ ଚାଳକ ଏବଂ ମାଲିକଙ୍କ ଉପରେ ହୋଇଥିବା ବିଭିନ୍ନ ଜରିମାନା, ମାମଲା ପ୍ରତ୍ୟାହାର କରିବା ଆଦି ବିଭିନ୍ନ ଦାବି ନେଇ ପାରଳାଖେମୁଣ୍ଡି ଅଟୋ ଚାଳକ ଏବଂ ମାଲିକ ସଂଘ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବିଏକ୍ଷାଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ବିଭିନ୍ନ ଦାବି ନେଇ ଅଟୋ ଚାଳକଙ୍କ ଧାରଣା

ଅର୍ଗସ ବ୍ୟୁରୋ: ପରିବହନ କାର୍ଯାଳୟ ଘେରିଲେ ଅଟୋ ଚାଳକ । ଅଟୋ ଗୁଡିକ ପଞ୍ଜିକରଣ ବେଳେ 2ହଜାର ଟଙ୍କାରେ 10ବର୍ଷ ପାଇଁ ରାସ୍ତା ଟିକସ ପ୍ରଦାନ କରିବା। ଆନ୍ଧ୍ର କିମ୍ବା ଓଡିଶାରେ ପଞ୍ଜିକୃତ ଅଟୋକୁ କୌଣସି ଟିକସ ଲାଗୁ ନକରିବା। କୌଣସି ଜୋରିମନା ହଜାରେ ଟଙ୍କାରୁ ଅଧିକ ନ କରିବା।ପିଲାଙ୍କୁ ସ୍କୁଲ ନେଉଥଇବା ଅଟୋକୁ 10ହଜାର ଟଙ୍କା ଜରିମାନା ନପକାଇବା।
Download Argus News App
