କିନ୍ତୁ ଆଜି ଭୁବନେଶ୍ବରର ନୟାପଲ୍ଲୀରେ ଥିବା ନାରାୟଣ ସ୍କୁଲ ଖୋଲା ରହିଥିଲା । ସକାଳ 7 ଟାରୁ 10.30 ପର୍ଯ୍ୟନ୍ତ ଚାଲିଥିଲା କ୍ଲାସ । ସ୍କୁଲ ବସ ଯୋଗେ ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ଆସିବା ପାଇଁ ସ୍କୁଲ ଗ୍ରୁପରେ ମେସେଜ କରାଯାଇଥିବା ଜଣାପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ସରକାରୀ ନିୟମକୁ ଫୁ । ସରକାରୀ ନିୟମ ନମାନି ଖୋଲିଲା ଭୁବନେଶ୍ବରର ନାରାୟଣୀ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ 3 ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । 18 ରୁ 20 ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
କିନ୍ତୁ ଆଜି ଭୁବନେଶ୍ବରର ନୟାପଲ୍ଲୀରେ ଥିବା ନାରାୟଣ ସ୍କୁଲ ଖୋଲା ରହିଥିଲା । ସକାଳ 7 ଟାରୁ 10.30 ପର୍ଯ୍ୟନ୍ତ ଚାଲିଥିଲା କ୍ଲାସ । ସ୍କୁଲ ବସ ଯୋଗେ ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ଆସିବା ପାଇଁ ସ୍କୁଲ ଗ୍ରୁପରେ ମେସେଜ କରାଯାଇଥିବା ଜଣାପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବୋମା ଆତଙ୍କ । ଦିଲ୍ଲୀର ୮ଟି ସ୍କୁଲକୁ ବୋମାମାଡ ଧମକ । ଏକ ନିର୍ଦ୍ଦିଷ୍ଟ ମେଲରୁ ଏହି ଧମକ ଆସିଛି । ଏହାପରେର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୋମାମାଡ ଧମକ ପରେ ସ୍କୁଲ ଗୁଡିକୁ ତୁରନ୍ତ ଖାଲି କରାଯାଇଛି । ଏପରିକି ମଦର ମେରି ସ୍କୁଲର ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଧମକପୂର୍ଣ୍ଣ ଇମେଲ ଆସିଥିବା ସ୍କୁଲ ଗୁଡିକରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ବୋମା ନିଷ୍କ୍ରିୟକାରୀ ଟିମ୍, ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଅଛନ୍ତି । ଆଜି ସକାଳୁ ଚାଣକ୍ୟପୁରୀର ସଂସ୍କୃତି ସ୍କୁଲ, ମୟୂର ବିହାରର ମଦର ମେରି ସ୍କୁଲ, ଦ୍ବାରକାର ଦିଲ୍ଲୀ ପବ୍ଲିକ ସ୍କୁଲକୁ ଧମକ ପୂର୍ଣ୍ଣ ଇମେଲ ଆସିଥିଲା । ଏହାପରେ ଅନ୍ୟ କିଛି ସ୍କୁଲକୁ ଧମକପୂର୍ଣ୍ଣ ମେଲ ଆସିଥିଲା ।