ଯୁବକ ଜଣକ ପ୍ରଥମେ ମଲ ସମ୍ମୁଖରେ ପହଂଚି ଏଣେତେଣେ ଚାହୁଞ୍ଚି l ନିରୋଳା ଦେଖି ଏକ ବାଇକ୍ ଉପରେ ବସି ଚାବି ପୁରାଇ ମୋଡାମାଡ଼ି କରୁଛି l ବାଇକ୍ ଟି ଅନ ଲକ୍ ହୋଇଯିବା ପରେ କ୍ଷଣିକ ଭିତରେ ଘଟଣା ସ୍ଥଳ ରୁ ଚମ୍ପଟ ମାରୁଛି l ଚୋରି ଯାଇଥିବା ବାଇକ୍ ଟି ଟାଉନ୍ ଥାନା ଅନ୍ତର୍ଗତ କଜଳା ଗାଁ ର ସୁଜିତ କର ଙ୍କର ବୋଲି ଜଣାପଡିଛି l
ଅଧିକ ପଢନ୍ତୁ ଓଡିଶା ଖବର