ଛତିଶଗଡର ମାଓ ପ୍ରଭାବିତ ବସ୍ତର ଲୋକସଭା ଆସନ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ମାରାଥନ ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜନସଭାରେ ଉଦବୋଧନ ଦେଇ ଅବ କି ବାର ୪୦୦ ପାର ନାରା ଦେଇଛନ୍ତି । ଆଜି ମୋଦି ଆସାମ ଓ ତ୍ରିପୁରାରେ ନିର୍ବାଚନ ପ୍ରଚାର କରିବେ । ଦିନ ୧୧ଟାରେ ଆସାମର ନଳବାରୀ ଓ ଦିନ ୨ଟାରେ ତ୍ରିପୁରାର ଅଗରତାଲାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର