ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା
ଅର୍ଗସ ବ୍ୟୁରୋ : କାଲିର ଲଘୁଚାପ କ୍ଷେତ୍ର ଆଜି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ସଦୃଶ ଲଘୁଚାପ । ଆସନ୍ତାକାଲି ସୁଦ୍ଧା ସୁଦୃଶ ଲଘୁଚାପ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ଅବପାତ ପରେ ହିଁ ବାତ୍ୟାର ରୂପରେଖ କଣ ହେବ ସେନେଇ ସ୍ପଷ୍ଟ କରାଯିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା କରାଯାଇଛି । ତେବେ ଓଡିଶା ପ୍ରତି ବିପଦ ନଥିବା କହିଛି ପାଣିପାଗ ବିଭାଗ
ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା