ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ । ଖିମଜୀ ଜୁଏଲର୍ସରେ ଅଳଙ୍କାରର ଡିଜାଇନ ସବୁବେଳେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଆକର୍ଷିତ କରିଥାଏ । ବର୍ଷ ବର୍ଷ ଧରି ଖିମଜୀ ଗ୍ରାହକଙ୍କୁ ଭଲ ଅଳଙ୍କାର ଦେବା ସହ ସହ ଶୁଦ୍ଧତା ଓ ଆକର୍ଷଣୀୟ ଡିଜାଇନ୍ ମଧ୍ୟ ଯୋଗାଇଥାଏ । ଯଦି ଆପଣ ୩୦,୦୦୦ଟଙ୍କାର ହୀରା କିଣୁଛନ୍ତି ତେବେ ମାଗଣାରେ ଦୁଇଟି ଗୋଲ୍ଡ କଏନ୍ ପାଇପାରିବେ । ଏହାସହ ଯଦି ଆପଣ ୩୦,୦୦୦ଟଙ୍କାର ସୁନା ମଧ୍ୟ କିଣୁଛନ୍ତି ତେବେ ଆପଣଙ୍କୁ ମିଳିବ ଦୁଇଟି ଗୋଲ୍ଡ କଏନ ।
ଆଉ ଡେରି କରନ୍ତୁନି । ଦଶହରାରେ ଅଫର୍ ର ଭରପୁର ଫାଇଦା ଉଠାନ୍ତୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର