ଭୁବନେଶ୍ୱର ସୂର୍ଯ୍ୟନଗର ସ୍ଥିତ ବାସଭବନ ସହିତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରିଥିଲା ଇଡି। ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ାର ସାଇ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...
ପୂର୍ବତନ ବିଧାୟକଙ୍କ 133 କୋଟିର ସମ୍ପତ୍ତି ସିଜ୍ କଲା ଇଡି

ଭୁବନେଶ୍ୱର: ଜିତୁ ପଟ୍ଟନାୟକଙ୍କ 133 କୋଟିର ସମ୍ପତ୍ତି ସିଜ୍। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ 133 କୋଟିର ସମ୍ପତ୍ତି ସିଜ୍ କରିଛି ଇଡି। କାଲି କେନ୍ଦୁଝର ଯୋଡ଼ା ଓ ଭୁବନେଶ୍ବରର 2ଟି ସ୍ଥାନରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା। ମନି ଲଣ୍ଡରିଂ ମାମଲାରେ ଏକକାଳୀନ 4ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା।
ଶଙ୍କରପୁରରେ ସିଏମସିର ଚଢଉ

କଟକ: ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା । ଏହାସହ ଗୁପଚୁପରେ ବ୍ୟବହା
Download Argus News App
