ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନଥିବାରୁ ଆସନ୍ତା ଶୁକ୍ରବାର ଦିନ ପାଳନ କରାଯିବ ଇଦ୍ ପର୍ବ। କରୋନା କଟକଣା ଓ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରାଯାଇ ଏହି ପର୍ବ ପାଳନ ହେବ । ରୀତିନୀତି ଅନୁଯାୟୀ ମସଜିଦରେ କେବଳ 5 ଜଣଙ୍କୁ ନେଇ ନମାଜ ପାଠ କରାଯିବ। ସମସ୍ତେ ଘରେ ରହି ଏହାକୁ ପାଳନ କରିବେ।
ଆସନ୍ତାକାଲି ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ
Download Argus News App
