ଆଜି ସକାଳେ ଏହି ଗ୍ରାମର ସଞ୍ଜୁକ୍ତା ପ୍ରଧାନ ଧାନ ବିଡା ଆଣିବା ପାଇଁ ତାଙ୍କ ସ୍ବାମୀଙ୍କ ସହ ଶଗଡ ଗାଡି ନେଇ ସେହି ରାସ୍ତରେ ଧାନ ବିଲକୁ ଯାଉଥିଲେ । ସଞ୍ଜୁକ୍ତା ଶଗଡ ଆଗରେ ଚାଲିଚାଲି ଯାଉଥିବା ବେଳେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗୁରୁତର ଆହତ ହୋଇଥିଲେ ।
ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମହିଳା ଗୁରୁତର

ଅର୍ଗସ ବ୍ୟୁରୋ : ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମହିଳା ଗୁରୁତର । ଏଭଳି ଏକ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ । ଜନ୍ତୁ ଶିକାର ପାଇଁ କେତେକ ଦୁର୍ବୁତ୍ତ ଟାଇଁସର ହାଇସ୍କୁଲ ପଛପଟେ ଥିବା ମାଟି ରାସ୍ତାରେ ଜୀବନ୍ତ ବିଦ୍ୟୁତ ତାର ବିଛାଇଥିଲେ ।
Download Argus News App
