ଖବର ପାଇ ବନ ବିଭାଗ ଓ ପ୍ରାଣୀ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରାଯାଇଛି। ଖବର ପାଇ ବନ ବିଭାଗ ଓ ପ୍ରାଣୀ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। କିଛି ଦିନ ହେଲା ବ୍ଳକ ଅଞ୍ଚଳରେ ହାତୀପଲ ରହି ଘର ଦ୍ବାରା ଓ ଫସଲ ନଷ୍ଟ କରୁଥିବା ବେଳେ ରାତିରେ ହାତୀପଲ ସହିତ ଏହି ଛୁଆ ହାତୀ ଆସି ଚାଷ ଜମି କାଦୁଅରେ ପଡି ଉଠିନପାରି ଗୁରୁତର ହୋଇଥିବା ଅନୁମାନ କରାଯାଉଛି।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...
ଫସଲ ନଷ୍ଟ କରିବାକୁ ଆସିଥିଲା ଛୁଆ ହାତୀ

କଳାହାଣ୍ଡି: କାଦୁଅରେ ଫସି ଗଜରାଜ ଗୁରୁତର । ଉଦ୍ଧାର କଲା ବନ ବିଭାଗ। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଧାନ ଚାଷ ଜମିରେ ଏକ ଦେଢ ବର୍ଷର ହାତୀ ଛୁଆ ପଡି ଗୁରୁତର ହୋଇଥିବା ସୂଚନା ମିଳିଛି।
ବିକାଶ ନାଁରେ ଚାଲୁଥିବା ବୁଲଡୋଜର ତଳେ ଚାପି ହୋଇଯାଉନି ତ ମୂଲ୍ୟବାନ ସାମଗ୍ରୀ?
ଅର୍ଗସ ବ୍ୟୁରୋ: ମେ' ୧୮ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଚଳିତ ବର୍ଷ ଏହି ଦିବସର ଥିମ ରହିଛି "ସଂଗ୍ରହାଳୟର ଶକ୍ତି"। ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଥିବା ସଂଗ୍ରହାଳୟକୁ ନେଇ ସଚେତନ ତ ରାଜ୍ୟ ସରକାର ? ନା' ଆନ୍ତରିକତା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ କିର୍ତ୍ତିରାଜି ?
ରାଜ୍ୟରେ ଥିବା ସଂଗ୍ରହାଳୟକୁ ନେଇ ସଚେତ
Download Argus News App
