Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସମ୍ୱଲପୁର ବିଜେଡିକୁ ବଡ ଝଟକା, ଦଳ ଛାଡିଲେ ମୋତିଲାଲ୍ ଓ ରୀନା
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ
“ପାଠ ପଢ଼ିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢ଼ିବି। ଜାତି ଡାକ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି ।” ଅର୍ଗସ ବ୍ୟୁରୋ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ । ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ ମଧୁସୂଦନ ଦାସ । ତାଙ୍କ ଉଦ୍ୟମରେ ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଗଠନ ହୋଇଥିଲା । ସେ ଥିଲେ ଜଣ
ବିଜେଡିର ପ୍ରଚାର କରୁଛନ୍ତି ସରକାରୀ ଶିକ୍ଷକ
ଅର୍ଗସ ବ୍ୟୁରୋ: ନିର୍ବାଚନ କର୍ମୀ ବୈଠକରେ ସରକାରୀ ଶିକ୍ଷକ । ବିଜେଡିର ପ୍ରଚାର କରୁଛନ୍ତି ସରକାରି ଶିକ୍ଷକ । ନିର୍ବାଚନ ଆଚରଣବିଧିକୁ ଉଲଙ୍ଘନ କରି ଦଳିୟ କର୍ମୀ ବୈଠକରେ ସରକାରୀ ଶିକ୍ଷକ ଯୋଗ ଦେଇଥିବା ହୋଇଛି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରେ । ନିଖିରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟ ରଞ୍ଜ