୫ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଖରାକୁ ଦୃଷ୍ଟିରେ ରଖି ଟେଣ୍ଟର ବ୍ୟବସ୍ଥା , ପାନୀୟ ଜଳର ବ୍ୟବସ୍ଥା, ବସ୍, ରୋପୱେ ସହ ପାହାଚରେ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ଯାତାୟତ କରିବେ ସେନେଇ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
ଅଧିକ ପଢନ୍ତୁ: ଜାଣନ୍ତୁ ଚଇତି ମଙ୍ଗଳବାର ଓଷା କଥା...