ଖବର ପାଇ ରିଆମାଳ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 6 ଜଣ ଉଦ୍ଧାର ହୋଇ ସାରିଥିବା ବେଳେ ଏବେ ବି 4 ଜଣ ନଦୀ ଭିତରେ ଫଶି ରହିଥିବା ସୂଚନା। ଅନ୍ୟପଟେ ଡ୍ୟାମ ଗେଟ ଏବେ ବନ୍ଦ କରାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଦେବଗଡ଼: ତିଳେଇବଣି ବ୍ଳକ ଗୋହିରା ଡ୍ୟାମରୁ ଗୋଟିଏ ଗେଟ ଖୋଲିବା ପରେ ନଦୀରେ ଫଶି ରହିଛନ୍ତି 10 ଜଣ। ଡ୍ୟାମର ତଳମୁଣ୍ଡ ଜାମୁନାଳି ଗ୍ରାମ ନିକଟରେ ନଦୀ ଭିତରେ ସମସ୍ତେ ଫଶି ରହିଛନ୍ତି।