ପ୍ରକଳ୍ପରେ କାମ କରୁଥିବା କର୍ମଚାରୀମାନଙ୍କୁ ୧୦ ମାସର ବକେୟା ଦରମା ପ୍ରଦାନ, ଟସର ଶ୍ରମିକ ମାନଙ୍କୁ ନୂତନ କାର୍ଯ୍ୟ ସହ ପ୍ରକଳ୍ପ ନବୀକରଣ, ଟସର କୋଷ ଗଛିତ ରଖିବା ପାଇଁ ଗୋଦାମ, ଚାଷ ପାଇଁ ବିହନ ଇତ୍ୟାଦି ଦାବୀ ନେଇ ସେମାନେ ଧାରଣା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ : ହସ୍ତତନ୍ତ କାରିଗରଙ୍କ ଧାରଣା । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଭିନ୍ନ ଟସର ପ୍ରକଳ୍ପରେ କାମ କରୁଥିବା କର୍ମଚାରୀ, ଶ୍ରମିକ ଓ ଟସର ଚାଷୀ ମାନଙ୍କ ପକ୍ଷରୁ ୭ ଦଫା ଦାବିରେ ଗଣ ଧାରଣା ଦିଆଯାଇଛି ।