ଏଥିସହ ପବନର ବେଗ ୪୦ ରୁ ୫୦ କିମି ରହିବା ସମ୍ଭାବନା। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, କୋରାପୁଟ, ରାୟଗଡ଼ା, ଗଜପତି,ଗଞ୍ଜାମ,ନୟାଗଡ଼ , ଖୋର୍ଦ୍ଧା,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ଢେ଼ଙ୍କାନାଳ, କଂଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର,ନୂଆପଡ଼ା।
ସେହିପରି ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା, ମୟୁରଭଂଜ,ବାଲେଶ୍ଵର, ଭଦ୍ରକ, କେଉଁଝର,ରାୟଗଡ଼ା, କୋରାପୁଟ, ଗଜପତି,ଗଞ୍ଜାମ,କନ୍ଧମାଳ । ରାଜ୍ୟରେ ପ୍ରବଳ ଖରା ହେଉଥିଲା। ଲୋକେ ହନ୍ତସନ୍ତ ହେଉଥିଲେ। ବର୍ଷା କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: