ବର୍ଷକୁ ଥରେ ଦୋଳପୂର୍ଣ୍ଣିମାରେ ଏକାଠି ହୋଇଥାନ୍ତି ଉଭୟ ହିନ୍ଦୁ ଓ ମୁସଲମାନ I ଦୀର୍ଘ ବର୍ଷ ଧରି ସମ୍ପ୍ରଦାୟ ଦୋଳ ପୁର୍ଣ୍ଣିମା ପାଳନ କରି ଆସୁଛନ୍ତି I କେବଳ ଦୋଳପୁର୍ଣିମା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବାନ୍ଧବ ଘରକୁ ନିମନ୍ତ୍ରିତ ହୋଇ ଏହି ପର୍ବରେ ସାମିଲ ହୁଅନ୍ତି I ରେଙ୍ଗାଳରେ ଅନୁଷ୍ଠିତ ଦୋଳ ପର୍ବ ଭାଇଚାରାର ପର୍ବ ବୋଲି କୁହନ୍ତି ଉଭୟ ସମ୍ପ୍ରଦାୟ I ଦିନକୁ ଦିନ ସାମ୍ପ୍ରଦିୟିକତା ବଢ଼ି ଚାଲିଥିବା ବେଳେ ରେଙ୍ଗାଳ ବଡ଼ମାଛପୁର ଗ୍ରାମର ଉଭୟ ସମ୍ପ୍ରଦାୟ ଅନ୍ୟ ଅଞ୍ଚଳ ପାଇଁ ପାଲଟିଛନ୍ତି ଉଦାହରଣ I

ଅର୍ଗସ ବ୍ୟୁରୋ : ଆନନ୍ଦ ଓ ଉଲ୍ଲାସରେ ପାଳନ ହେଉଛି ଦୋଳ ପର୍ବ । ଏକାଠି ହୋଇ ପାଳୁଛନ୍ତି ଦୋଳ ପର୍ବ ପାଳୁଛନ୍ତି ହିନ୍ଦୁ ଓ ମୁସଲିମ । ଜାହାକୁ ନେଇ ଚଞ୍ଚଳ ହୋଇ ଉଠିଛି ପୁରୀ ଜିଲ୍ଲା ଅନ୍ତର୍ଗତ ରେଙ୍ଗାଳ ଗ୍ରାମ । ଏହି ଦିନ ବଡମାଛପୁର ଗ୍ରାମର ମହାଦେବ ଭୁବନେଶ୍ୱରଦେବ ଏବଂ ରେଙ୍ଗାଳ ଗ୍ରାମର ରାଧାକୃଷ୍ଣ ଦୁଇଟି ସୁସଜିତ ବିମାନରେ ଗ୍ରାମ ପରିକ୍ରମା କରି ଚାଚେରୀ ଭୋଗ ଖାଇଥାନ୍ତି I ପରେ ମେଣ୍ଢା କୁଡ଼ିଆ ପୋଡା ସରିବା ପରେ ଦୋଳବେଦୀକୁ ବିରାଜମାନ କରିଥାନ୍ତି I ପରେ ଉଭୟ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ଅଭିର ବୋଳାବୋଳି ହୋଇଥାନ୍ତି I

ଅର୍ଗସ ବ୍ୟୁରୋ : ହାୱଡା ପଟୁ ଗଡ଼ିଲା କରମଣ୍ଡଳ । ଶୁକ୍ରବାର ଦୁର୍ଘଟଣା ପରେ ପ୍ରଥମ ଥର ଗଡି଼ଲା କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଛି କରମଣ୍ଡଳ । ପଶ୍ଚିମବଙ୍ଗ ସାଲିମାରରୁ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ଟ୍ରେନ । ବାହାନଗା ଦୁର୍ଘଟଣା ପରେ ପୁଣି ଥରେ ଗଡି଼ଲା କରମଣ୍ଡଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
