ଚିଠିରେ ହେଲମେଟ ଆଇନର ଉଲ୍ଲଂଘନ କରୁଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। MV ଆକ୍ଟ ଅନୁସାରେ DL ତିନି ମାସ ବାତିଲ ହେବ ।
ଭୁବନେଶ୍ଵର: ହେଲମେଟ ନିୟମକୁ କଡ଼ାକଡ଼ି କଲେ ରାଜ୍ୟ ସରକାର। ହେଲମେଟ ନ ପିନ୍ଧିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏ ନେଇ ଡିଜିପି ଏବଂ ପରିବହନ କମିଶନରଙ୍କୁ ଲେଖିଥିବା ଚିଠି ଲେଖିଛନ୍ତି।