ନାବାଳିକା ଙ୍କ ମା, ବାପା ଦିନ ମଜୁରିଆ। ଘରେ ରାହୁନଥିବାରୁ ଦୀର୍ଘ ଦିନ ଧରି ଝିଅର ଅବସ୍ଥା ବିଷୟରେ ଜାଣି ପାରିନଥିଲେ। 6 ମାସର ଗର୍ଭବତୀ ହେଲା ପରେ ନାବାଳିକା ର ମା ଘଟଣା ସମ୍ପର୍କରେ ଜାଣି ଝିଅ କୁ ପଚାରି ବାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ନ୍ୟାୟ ପାଇଁ ସ୍ଥାନୀୟ ନେତ୍ରୀ ଙ୍କ ସହାୟତରେ ନାବାଳିକା ଙ୍କ ପରିବାର ଏବେ ପ୍ଲାଣ୍ଟସାଇଟ ଥାନାର ଦ୍ୱାରସ୍ଥ ହେଇଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।