ଖଲିଆକୁର୍ଲା ପୋଖରୀ ମରାମତି ପାଇଁ ୧୦ ଲକ୍ଷ ଟଙ୍କା ଅଟକଳ ହୋଇଥିବା ବେଳେ ଏଥିରେ ୭ ଲକ୍ଷ ଟଙ୍କା ଶ୍ରମିକ ପ୍ରାପ୍ୟ ଓ ୩ଲକ୍ଷ ଟଙ୍କା ମେଟେରିଆଲ ରହିଛି । ସ୍ତାନୀୟ ପ୍ରଶାସନର ମନମ୍ମୁଖୀ କାର୍ଯ୍ୟ ଯୋଗୁଁ ହନ୍ତସନ୍ତ ହେଉ୨ଛନ୍ତି ଶ୍ରମିକ। କାମ ହାସଲ କଲେ ଦେଲେନି ପାଉଣା , ବର୍ତ୍ତମାନ ନୁଆ ଜିଆରଏସ ଯୋଗ ଦେବା ଫଳରେ କାମ କୁ ବନ୍ଦ କରିଛନ୍ତି । ଅନ୍ୟ ପକ୍ଷରେ ୩ ମାସ ବିତିଯାଇଥିଲେ ମଧ୍ୟ ଶ୍ରମିକ ମାନେ ଆଜି ପର୍ଯ୍ୟନ୍ତ ନିଜର ପ୍ରାପ୍ୟ ପାଇ ନାହାଁନ୍ତି ।
କାମ ଆରମ୍ଭ ପୂର୍ବରୁ ସୂଚନା ବୋର୍ଡ ଲଗାଇବା ବାଧ୍ୟତାମୂଳକ ଥିବା ବେଳେ ଏହି ପଞ୍ଚାୟତ ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଆଜି ପର୍ଯ୍ୟନ୍ତ ଏହି କାମର ସୂଚନାବୋର୍ଡ ମଧ୍ୟ ନାହିଁବ। ତୁରନ୍ତ ୩୦୦ ଗରିବ ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ଯୋଗାଇଦେବାକୁ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: