ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଯାଜପୁରରୁ ବିରଳ ଶାଗୁଣା ଉଦ୍ଧାର

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀ ବ୍ଲକ ନିଳାପଦା ଅଞ୍ଚଳରୁ ବିରଳ ଶାଗୁଣା ଉଦ୍ଧାର । ଆଜି ଏହି ଶାଗୁଣାକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଗତକାଲି ନିଳାପଦା ନିକଟରୁ ଏହି ଶାଗୁଣାକୁ ଉଦ୍ଧାର କରାଯାଇଥିଲା । ବନବିଭାଗ କର୍ମଚାରୀମାନେ ଆଜି ସକାଳେ ସେଠାରେ ପହଞ୍ଚି ଶାଗୁଣାକୁ ନେଇଯାଇଥିବା ସୂଚନା ମିଳିଛି ।
Download Argus News App
