ଅଧିକ ପଢନ୍ତୁ: ମାଓବାଦୀ ସଂଗଠନ କ୍ୟାମ୍ପ ଠାବ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ
ସୀତାପୁର କ୍ୟାମ୍ପରେ ଥିବା 196 ବାଟାଲିଆନ ସିଆରପିଏଫ ଯବାନମାନେ କୁମିଂ ଅପରେସନରେ ବାହାରି ଥିବାବେଳେ 50 ମିଟର ଦୂର ପଗଡଣ୍ଡି ଗାଁ ନିକଟ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ଲଗାଇଥିଲେ । ହେଲେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ କରିଛନ୍ତି ଯବାନ । ଭୟଙ୍କର ବିସ୍ଫୋରଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ