Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
" ୨୫ ବର୍ଷରେ ବାପାଙ୍କ ସ୍ବପ୍ନ ପୂରଣ କରିପାରିଲେନି ନବୀନ " - ସଜ୍ଜନ ଶର୍ମା
ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର
ଭୁବନେଶ୍ୱର: ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ। ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର। ଶାସ୍ତ୍ରୀୟ ମାନ୍ୟତା ଅର୍ଥ ସତ୍ତ୍ବେ ଓଡ଼ିଆ ଭାଷାକୁ ଅବହେଳାର ଆଣିଲେ ମିଛ ଅଭିଯୋଗ। ଜଗନ୍ନାଥଙ୍କ ନାଁ ନେଇ ବିରୋଧୀଙ୍କୁ ମିଛ ଟାର୍ଗେଟ କରିବାକୁ ପଛେଇଲେ ନାହିଁ ବିଜେଡିର ଷ୍ଟାର ପ୍ରଚାରକ...କୋଷ୍ଟାଲ୍ ହାଇୱେ ଏବଂ BSKY ପ୍ରସଙ୍ଗରେ ବି କହିଲେ ଡାହା ମିଛ।
ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା: ଧର୍ମେନ୍ଦ୍ର
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ। ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା। ଲାଇସେନ୍ସ ଅନୁମତିଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି କରୁଛନ୍ତି ମଦ ବେପାରୀ। ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର। ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍। ଦେବଗଡ଼ ତିଲେଇବଣି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବଡ଼ ବୟାନ ଦେଇଛନ୍ତ