ଅଧିକ ପଢନ୍ତୁ: ଏ ଫଟୋ କହୁଛି ଅନେକ କଥା
ଅନେକ ସଙ୍ଗୀନ ଦଫା ଲାଗି ଥିଲେ ବି ଏଯାଏ ବିଧାୟକଙ୍କୁ ଗିରଫ କରା ଯାଇନାହିଁ । 161ଧାରା ଅନୁସାରେ ସୋମାଲିକାଙ୍କ ବୟାନ ରେକର୍ଡ ଓ ଡାକ୍ତରୀ ମଇନା ହୋଇସାରିଛି । ଆଜି ସୋମାଲିକାଙ୍କ ଧାରା 164 ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯିବା ନେଇ ସୂଚନା ମିଳିଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ