ମୋରଦାବାଦ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ, ୪୪ଟି ମୋବାଇଲ୍ ଜବତ
ପୁରୀ: ରେଳଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୪୪ଟି ଚୋରି ମୋବାଇଲ ପୁଲିସ ଜବତ କରାଯାଇଛି । ଏହି ଘଟଣାରେ ୫ଜଣଙ୍କୁ ଜିଆରପି ପୋଲିସ ଗିରଫ କରିଛି ।
ଗିରଫ ଲୁଟେରା ହେଉଛନ୍ତି ବ୍ରହ୍ମପୁର ଗୋଲାପାଲି ଅଞ୍ଚଳର କୈଳାସ ବେହେରା, ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ନୂଆସାହିର ସନ୍ଦୀପ ସାହୁ, କଟକ ଗୋପାଳପୁର ଅଞ୍ଚଳର ଲିପକ ଲେଙ୍କା, ଗୋଳନ୍ଥରା ଥାନା ଅନ୍ତର୍ଗତ ବାଲିବଡ ଅଞ୍ଚଳର ଅନୀଲ ସେଠୀ ଓ ବେଲା ଜେନା ।
Download Argus News App
