ଏଭଳି ଏକ ଘଟଣା ମୟୁରଭଞ୍ଜ ଶୁକୃଳି ବ୍ଲକ ଘରମାବେଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ପ୍ରବୀର କୁମାର ନାୟକ ଜଣେ ମୁକ । ସେ କଥା କହି ପାରନ୍ତି ନାହିଁ । କେବଳ ସାଙ୍କେତିକ ଠାରରେ ଇଙ୍ଗିତ କରନ୍ତି । ପାଠ ପଢ଼ିଛନ୍ତି ଲେଖା ମାଧ୍ୟମରେ ନିଜର ମନ କଥା ଲେଖି ଅନ୍ୟ କୁ ଜଣାନ୍ତି । ଗତବର୍ଷ ଲକଡାଉନ ସମୟରେ ବନ୍ଧୁ ବାନ୍ଧବ ଘରକୁ ଯିବେ କହି ଘରୁ ବାହାରିଥିଲେ । ହେଲେ ଏ ପର୍ଯ୍ୟନ୍ତ ଆଉ ଘରକୁ ଫେରି ନାହାନ୍ତି । ପ୍ରବୀରଙ୍କ ମାଆ ଚାରି ଆଡେ ଖୋଜା ଖୋଜି କରି ନିରାଶ ହେଲେଣି ।
ହଜିଲା ପୁଅର ଫୋଟୋ ଧରି ଏଗାଁରୁ ସେ ଗାଁ ବୁଲି ବୁଲି ଖୋଜୁଛି ମାଆ
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
