ମୃତକ ସେରଙ୍ଗ ଥାନା ମୁନିସିଂ ଗାଁର ଅମ୍ବୀକା ଶବର । ଏବେ ପ୍ରଶ୍ନ ଉଠୁଛି, ମହିଳା ଜଣକ ମୁନିସିଂ ଗାଁରୁ ନରହରିପୁର କିପରି ଆସିଲେ । ତାଙ୍କୁ କିଏ ହତ୍ୟା କଲା ଏବଂ କେମିତି କଲା । ହତ୍ୟାକାଣ୍ଡ ପଛରେ କାରଣ କଣ ରହିଛି । ସାଇଣ୍ଟିଫିକ ଟିମର ସାହାଯ୍ୟରେ ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Download Argus News App
