ଗୁଳି ସିଧା ହୃତପିଣ୍ଡରେ ବାଜିଥିଲା। ଏବଂ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଦୀର୍ଘ ୯ ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ନବଙ୍କ ମୃତ୍ୟୁ ଘଟିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନବଙ୍କ ପରଲୋକ ଖବର ଶୁଣି ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ୬୧ ବର୍ଷ ବୟସରେ ନବଙ୍କ ପରଲୋକ ଘଟିଛି। ନବଙ୍କ ପରଲୋକ ଖବର ଶୁଣି ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଆଜି ସକାଳେ ତାଙ୍କୁ ଜଣେ ପୁଲିସ ଅଧିକାରୀ ଗୁଳିମାଡ କରିଥିଲେ।
Download Argus News App
