ଅର୍ଗସ ବ୍ୟୁରୋ : ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ। ନୂଆବର୍ଷରେ ନନ୍ଦନକାନାନ ବୁଲିପାରିବେନି ପର୍ଯ୍ୟଟକ।
ଉଭୟ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ। ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି।