ଏହି ଡିଭାଇସ୍ ରେ ସିଗ୍ନାଲ ରେ କେତେ ଗାଡ଼ି ରହିଛି ଯଦି ଆମ୍ବୁଲାନ୍ସ ଆସେ କିପରି ଗ୍ରୀନ୍ ସିଗ୍ନାଲ କରି ଆମ୍ବୁଲାନ୍ସ କୁ ଛଡାଯିବ। ଏଥିରେ nit ର ପିଏଚଡି ଛାତ୍ର ଛାତ୍ରୀ ତିଆରି କରିଛନ୍ତି। ଏବଂ ରାଉଲକେଲା ରେ କିପରି ଏହି ଡିଭାଇସ୍ କାମ କରିବା ତାକୁ ନେଇ ଚାଲିଛି ଅନେକ ତର୍ଜମା। ସରକାର ଆପୃଭ କରିଲେ ଏହି ସିଷ୍ଟମ ସବୁଆଡେ ଲାଗି ପାରିବ ବୋଲି କହିଛନ୍ତି ଏନଆଇଟି ପ୍ରଫେସର ଡଃ ସନ୍ତୋଷ କୁମାର ଦାସ।
ଅଧିକ ପଢନ୍ତୁ : ଯୁବଦ୍ୟୋଗୀଙ୍କ ନିଆରା ପ୍ରୟାସ , ଗୋଟିଏ କଲରେ ମିଳିବ ସବୁ ସୁବିଧା..
ଏହି ଡିଭାଇସ୍ ଯଦି ରାଉଲକେଲା ତଥା ସମସ୍ତ ଟ୍ରାଫିକ ସିଗ୍ନାଲ ରେ ଲାଗିବ ତାହାହେଲେ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା ଦୂର ହୋଇଯିବ। ରାଉଲକେଲା ରୁ କ୍ୟାମେରା ମ୍ୟାନ ରବି ଦାସ୍ ଙ୍କ ସହ ସସ୍ମିତା ପୃଷ୍ଟି ଙ୍କ ରିପୋର୍ଟ ଅର୍ଗସ ନିୟୁଜ୍ ।