ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ରହିଥିବା ବେଳେ ତୃତୀୟ ସ୍ଥାନରେ ସୃଷ୍ଟି ଶତପଥୀ ରହିଛନ୍ତି । ଚତୁର୍ଥ ସ୍ଥାନରେ ଦେବବ୍ରତ କର ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛନ୍ତି ଦେବବ୍ରତ ମହାରଣା।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ ।
ବାହାରିଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ

ଅର୍ଗସ ବ୍ୟୁରୋ : ବାହାରିଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ।୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ପ୍ରଶାସନିକ ସେବା ଆୟୋଗ । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେଜସ୍ୱିନୀ ବେହେରା ଓସିଏସ ଟପର ହୋଇଛନ୍ତି । ୨୪୪ ଜଣ ପୁଅ କୃତକାର୍ଯ୍ୟ ହୋଇଥିବା ୧୪୮ ଜଣ ଝିଅ କୃତକାର୍ଯ୍ୟ ହୋଇଛନ୍ତି ।
Download Argus News App
