ଖବର ପାଇ ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ପହଞ୍ଚି ଆରମ୍ଭ କରିଛି ତନା ଘନା । ତେବେ ସୂଚନା ଅନୁସାରେ ମା ସୀମା ସିଂ, ବାପା ଭୀମ ସିଂ ଛୁଆଟିକୁ ଜଣେ କୁକୁଡ଼ା ଦୋକାନି କୁ ବିକ୍ରି କରିଦେଇଛନ୍ତି । କେଉଁ କାରଣ ପାଇଁ ମା ବାପା ଛୋଟ ଶିଶୁ ପୁତ୍ରକୁ ବିକ୍ରି କରିଲେ ତାହା ଜଣାପଡିନାହିଁ ।
ଓଡିଶା ଖବର ଆହୁରି ପଢନ୍ତୁ