ତାପରେ ବ୍ଲକ କାର୍ଯ୍ୟାଳୟରେ ସମ୍ମୁଖରେ ଶତାଧିକ ବିଜେପି କର୍ମୀ ମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ର ଦେଉଥିବା ଆବାସକୁ ନିଜ ନାଆଁରେ କରିବା ସହ ଶାସକ ଦଳର ଲୋକଙ୍କୁ ଆବାସ ଦେଉଥିବା ଅଭିଯୋଗ କରିଛି ବିଜେପି ।ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଇ କେନ୍ଦ୍ର ଅନୁଦାନକୁ ବାଟ ମାରଣା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେପି କର୍ମୀ। ରାଜ୍ୟ ସରକାର ଯଦି ଲୋକଙ୍କୁ ଆବାସ ଯୋଜନା ରେ ସାମିଲ ନକଲେ ଆଗାମୀ ଦିନରେ ଲଢେଇ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଆବାସ ପାଇଁ ବ୍ଲକ ଘେରାଉ
Download Argus News App
