ସେହିପରି ଅନ୍ୟ ଏକ ପରିବାରର ବୃଦ୍ଧ ଦମ୍ପତି ମଧ୍ୟ ନ୍ୟାୟ ନପାଇ ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ବୃଦ୍ଧ ଦମ୍ପତି ଜଣକ ଖୋର୍ଦ୍ଧା ନିରାକାରପୁରର ହୋଇଥିବା ବେଳେ ଜମିଜମା ସମସ୍ୟାକୁ ନେଇ ଗୁହାରି କରିଛନ୍ତି ।
ନବୀନ ନିବାସ ସମୁଖରେ ଦିବ୍ୟାଙ୍ଗ ପରିବାରର ଆତ୍ମହୁତି ଉଦ୍ୟମ
Download Argus News App
