ସ୍ନାନପୂର୍ଣ୍ନିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲଭ ହାତୀବଶ ବା ଗଜାନନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦେବେ ଦର୍ଶନ । ସେଥିପାଇଁ ହାତୀବେଶ ପ୍ରସ୍ତୁତି ପହଞ୍ଚିଛି ଶେଷ ପର୍ଯ୍ୟାୟରେ ।
ଆହୁରି ପଢନ୍ତୁ ଓଡିଶା ଖବର...
ପୁରୀ: ଶ୍ରୀମନ୍ଦିରରେ ପ୍ରାୟ 11 ଘଣ୍ଟା ଜଗା ଦର୍ଶନ ବନ୍ଦ । ସେନାପଟା ଲାଗି ନୀତି ପାଇଁ ଦୀର୍ଘ ସମୟ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ । ଆଜି ବଡସିଂହାର ଭୋଗ ପରେ ରାତି 12 ଟାରୁ ଆସନ୍ତାକାଲି ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗ ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।