ରାଉରକେଲା ମହାନଗର ନିଗମର କମିଶନର ହେଲେ ଶୁଭଙ୍କର ପାତ୍ର। ସେ ଆଗରୁ ବାଲିଗୁଡ଼ା ଜିଲ୍ଲାର ସବ କଲେକ୍ଟର ଥିଲେ।
ଅର୍ଗସ୍ ବ୍ୟୁରୋ : ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା। ଦିବ୍ୟଜ୍ୟୋତି ପରିଡ଼ା ସମ୍ବଲପୁରର ନୂଆ ଜିଲ୍ଲାପାଳ। ଶୁଭମ ସାକ୍ସେନା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।
ରାଉରକେଲା ମହାନଗର ନିଗମର କମିଶନର ହେଲେ ଶୁଭଙ୍କର ପାତ୍ର। ସେ ଆଗରୁ ବାଲିଗୁଡ଼ା ଜିଲ୍ଲାର ସବ କଲେକ୍ଟର ଥିଲେ।