ସକାଳୁ ମତ୍ସ୍ୟଜୀବି ବହୁତ ଗୁଡାଏ ମାଛ ଜାଲରେ ପଡିଥିବା ସନ୍ଦେହ କରି ଜାଲକୁ ଉପରକୁ ଆଣିଥିଲେ। ତେବେ ଦେଖିଲା ବେଳକୁ ଜାଲରେ ଅଜଗର ପଡିଥିଲା। ପରେ ଅଜଗରକୁ ଉଦ୍ଧାର କରି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଥିଲେ।
ତେବେ ଅଜଗରଟି ଅସୁସ୍ଥ ଥିବାରୁ ତାକୁ ପ୍ରଥମେ ଚିକିତ୍ସା କରାଯାଇଛି। ଭଲ ହେବା ପରେ ଟାଙ୍ଗୀ ଜଙ୍ଗଲରେ ଛାଡିବାକୁ ନିଷ୍ପତି ନେଇଛି ବନ୍ୟପ୍ରାଣୀ ବିଭାଗ।