ଖବର ପାଇ ସାପ ଧରାଳି ଶୁଭମ୍ କୁମାର ପରିଜା ତାଙ୍କ ଘରେ ପହଁଚି ଦୀର୍ଘ ସମୟ ପରିଶ୍ରମ କରି ସାପଟିକୁ ଉଦ୍ଧାର କରିଥିଲେ । ଭଗବାନଙ୍କ ଦୟାରୁ ସାପଟିକୁ ପରିବାର ଲୋକେ ଦେଖି ନେଇଥିଲେ । କାରଣ ସାପଟି ଶୋଇବା ଘର ଭିତରେ ଛାତକୁ ଲାଗିଥିବା କାନ୍ଥରେ ଲୁଚି ରହିଥିଲା । ସାପଟିକୁ ଉଦ୍ଧାର କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଶୋଇବା ଘର ଭିତରୁ ନାଗସାପ ଉଦ୍ଧାର

କଟକ: ଶୋଇବା ଘର ଭିତରୁ ନାଗସାପ ଉଦ୍ଧାର । ଚୌଦ୍ଵାର ଆଗ୍ରାହାଟ ପରିଡ଼ା ସାହିର ସିମାଞ୍ଚଳ ପରିଡ଼ାଙ୍କ ଘର ଭିତରୁ ୬ଫୁଟର ନାଗସାପ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ଘରର ଛାତକୁ ଲାଗିଥିବା କାନ୍ଧ ଉପରେ ଏହି ସାପଟି ରହି ଗର୍ଜନ କରୁଥିଲା । ମଙ୍ଗଳବାର ସଂଧ୍ୟା ସମୟରେ ଘର ଲୋକେ ଦେଖି ଭୟଭିତ ହୋଇଯାଇଥିଲେ ।
Download Argus News App
