ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ :ପୂଜାପାଠ ସହ ଥାନା ଗେଟ୍ରେ ଲଙ୍କାଲେମ୍ବୁ ଝୁଲାଇଲେ ଆଇଆଇସି, ନୂଆ ଜଏନ୍ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି
ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା : ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କଲେ କୋର୍ଟ, ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ମନା
ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ବିଜ୍ଞପ୍ତି ପ୍ରକାଶ । ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ, ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି
ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ହରତାଳ ଡାକରା ପ୍ରତ୍ୟାହୃତ । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍ରେ ବିଜେଡିର ସୂଚନା, ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ପ୍ରତ୍ୟାହୃତ
ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ଦୋଷୀ ଦେବରାଜ ଦିଗାଲ୍କୁ ଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ
ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ ଲାପତା ଲେଡିଜ୍ । ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍
ଜଗତପୁର ନିକଟ ଆତୋଡାରୁ ଠାବ ହେଲା ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ । କମିଶନରେଟ ପୋଲିସ ପକ୍ଷରୁ ୟୁନିଟ୍ର ଚଢ଼ାଉ, ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା କ୍ଷୀର । ମିଲ୍କ ପାଉଡର ମିଶାଇ ନକଲି କ୍ଷୀର ପ୍ରସ୍ତୁତ ହେଉଥିବା ବେଳେ ଚଢାଉ
ଆସୁଛି ଲଘୁଚାପ; ୧୨ ଜିଲ୍ଲାରେ ନିର୍ଧୁମ ଛେଚିବ! ଆର୍ଲଟ ଜାରି
ଆଜିଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଲେ ଆତିଶୀ, କେଜ୍ରିୱାଲଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ