ଚିତ୍ତରଞ୍ଜନ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ଜଣା ପଡିଛି। ମନମୁଣ୍ଡା ବାଇପାସ ରାସ୍ତାକଡର ଏକ ପୋଲ ତଳେ ମୃତ ଅବସ୍ଥାରେ ତାଙ୍କୁ ଠାବ କରାଯାଇଛି। ପୋଲ ଉପରେ ମଦ ବୋତଲ ଓ ଗ୍ଲାସ ସହ ପାୱାରବେଙ୍କ ରଖାଯାଇଥିବାବେଳେ ତାଙ୍କର ମୋଟରସାଇକେଲ ମଧ୍ୟ ରଖାଯାଇଛି । ଖବର ପାଇ ମନମୁଣ୍ଡା ପୋଲିସ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।