Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ
ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ
ଅର୍ଗସ ବ୍ୟୁରୋ: ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି । ନିର୍ବାଚନ ସମୟରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳ
ସାରା ଦେଶରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ
ଅର୍ଗସ ବ୍ୟୁରୋ : ସାରା ଦେଶରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ମାତ୍ର ତିନି ଦିନରେ ସଦସ୍ୟ ସଂଖ୍ୟା ଏକ କୋଟିରେ ପହଞ୍ଚିଛି । ଏହି ମେମ୍ବରସିପ୍ ଡ୍ରାଇଭରେ ସାରା ଦେଶରୁ ଲୋକମାନେ ଯୋଡି ହେଉଛନ୍ତି। ମିସଡ କଲ, ହ୍ବାଟସ ଆପ୍‍, ନମୋ ଆପ୍ ଓ ଫର୍ମ ପୂରଣ କରି ବିଜେପିର ସଦସ୍ୟ ହେଉଛନ୍ତି । ଅଧିକ ପଢନ୍ତୁ : ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶ