ଅଧିକ ପଢନ୍ତୁ : ଖସାପଡା ଲାଗି ନୀତି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
ବଜେଟରେ ଜଗନ୍ନାଥ ଜମିର ଡିଜିଟାଇଜେସନ ପ୍ରକ୍ରିୟା, ରାଜ୍ୟ ସରକାରଙ୍କ ଭୂଲେଖ ପଦ୍ଧତିରେ ଡିଜିଟାଇଜେସନ, ଶ୍ରୀମନ୍ଦିରର ୨୦୨୩-୨୪ ବର୍ଷରେ ହେବାକୁ ଥିବା ଯାନୀଯାତ୍ରାର ଆୟବ୍ୟୟ ଆକଳନ, ପାଳିଆ ସେବକ ପାଉଣା ଆକଳନ, କର୍ମଚାରୀଙ୍କ ଦରମା ଆକଳନ, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ନେଇ ଆଲୋଚନା ହେବ । ଏହାସହ ହୁଣ୍ଡିରୁ ଆମଦାନୀ ବିଭିନ୍ନ କର୍ପସ ଫଣ୍ଡର ଶୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଦିଗରୁ ଆୟ ସମ୍ପର୍କରେ ଆଲୋଚନା କରାଯିବ।