ଘଟଣା ଅନୁଯାୟୀ ରେଙ୍ଗାଲିକୁ ଏକ ରଙ୍ଗ ବୋଝେଇ ଗାଡି ଡେଲିଭେରି ଦେବାକୁ ଆସିଥିଲା। କିନ୍ତୁ ରାତି 12 ଟା ସମୟରେ ଦୁଇ ଲୁଟେରା ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରି ଗାଡିକୁ ଲୁଟିନେଇଛନ୍ତି। ରେଙ୍ଗାଲିରେ ବିଭିନ୍ନ ସମୟରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳୁଛିl
ଡ୍ରାଇଭରକୁ ନିସ୍ତୁକ ମାଡମାରି ନେଇଗଲେ ପିକ୍ଅପ୍ ଭ୍ୟାନ

ଅର୍ଗସ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲୀରେ ଲୁଟେରାଙ୍କ ଆତଙ୍କ ରାଜ। ଡ୍ରାଇଭରକୁ ନିସ୍ତୁକ ମାଡମାରି ନେଇଗଲେ ପିକ୍ଅପ୍ ଭ୍ୟାନ। ଏହାସହ ଭ୍ୟାନ୍ରେ ଥିବା ରଙ୍ଗ ଡବା ମଧ୍ୟ ଲୁଟିନେିଥିବା ଅଭିଯୋଗ ହୋଇଛି।
Download Argus News App
