ଏହା ସହ ବାସୁଦେବପୁର ସିନେମା ହଲ ରୋଡ଼ରେ ଥିବା SBI ATM ରେ ମଧ୍ୟ ତାଲା ଭଙ୍ଗା ଯାଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି । ଲୁଟେରାଙ୍କ ଟାର୍ଗେଟରେ ATM। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୁଣି ଲୁଟେରାଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ATM କାଉଣ୍ଟରର ତାଲା ଭାଙ୍ଗି 8ରୁ ଅଧିକ ବ୍ୟାଟେରୀ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବାସୁଦେବପୁର ବଜାରରେ ଥିବା 2ଟି SBI ATM କାଉଣ୍ଟରର ତାଲା ଭଙ୍ଗାଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ କଲେଜ ରୋଡ଼ରେ ଥିବା ATM କାଉଣ୍ଟର ଭିତରେ ଥିବା ଯାନ୍ତ୍ରିକ ରୁମର ତାଲା ଭାଙ୍ଗି ବ୍ୟାଟେରୀ ଲୁଟ ହେଇଥିବା ଜଣାପଡିଛି ।