ଅନିଲ ଚୌଧରୀ ହେଉଛନ୍ତି ହୋଟେଲ ଚୌଧରୀପ୍ଲାଜାର ମାଲିକ। ତାଙ୍କ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପାଚେରୀ ଭୁଶୁଡି ଚାଲିଗଲା ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ: ପାଚେରୀ ଭୁଶୁଡି ଚାଲିଗଲା ଜଣଙ୍କ ଜୀବନ। ମୋଟର ସାଇକେଲରେ ଯାଉଥିଲେ, ସେହି ସମୟରେ ଭୁଶୁଡିଗଲା ପାଚେରୀ। ଚାହୁଁ ଚାହୁଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ବର୍ଷା ଯୋଗୁଁ SLN ମେଡିକାଲ ପାଚେରୀ ଭୁଶୁଡି ପଡିବା ବେଳେ ଅନିଲ ଚୌଧିରୀଙ୍କ ମୃତ୍ୟୁ । ମୋଟର ସାଇକେଲରେ ଯାଉଥିବା ବେଳେ ଅନିଲଙ୍କ ଉପରେ ନିମ୍ନମାନର ନିର୍ମାଣ କରାଯାଇଥିବା ପାଚେରୀ ପଡିବା ଦ୍ୱାରା ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗୋଟିଏ କାର ଏବଂ ସ୍କୁଟି ଉପରେ ପଡିଛି କାନ୍ଥ।
Download Argus News App
