ସେହିଭଳି ହାଟଡିହି ବ୍ଲକ୍ ସୋସୋ ଗାଁ ର ଶେଖ୍ ରଜାକ୍ ନାମକ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଭଳି ଗତକାଲି ଫେରି କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଚା ରେ ନିଶା ଦେଇ ଟଙ୍କା ସହିତ ସମସ୍ତ ସାମଗ୍ରୀ ଲୁଟି ନେବା ପରେ ତାଙ୍କୁ ଆନନ୍ଦପୁର ଥାନା ମୋଚିନ୍ଦା ନିକଟରେ ଫିଙ୍ଗି ଦେଇଥିଲେ। ଉଭୟ ଙ୍କୁ ଅଚେତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ୍ ରେ ଭର୍ତ୍ତି କରିବା ସହିତ ତଦନ୍ତ ଜାରି ରଖିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।