ପ୍ରାୟ ଅଧଘଣ୍ଟା ସମୟ ସେଠାରେ ଅତିବାହିତ କରିବା ପରେ ଶ୍ରୀ ପ୍ରଧାନ ଢେଙ୍କାନାଳ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ତାଳଚେର ଓ ଢେଙ୍କାନାଳ ଜିଲ୍ଲା ଗସ୍ତ । ଆଜି ତାଳଚେର ବ୍ଲକ ଗୁରୁଜାଙ୍ଗ ପଂଚାୟତର ପ୍ରଭୁ ହନୁମାନଙ୍କ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିବା ସହ ବ୍ରହ୍ମଲୀନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ସ୍ଥାନ ପରିଦର୍ଶନ ପୂର୍ବକ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି |
ପ୍ରାୟ ଅଧଘଣ୍ଟା ସମୟ ସେଠାରେ ଅତିବାହିତ କରିବା ପରେ ଶ୍ରୀ ପ୍ରଧାନ ଢେଙ୍କାନାଳ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।