ଅଫିସ ଚେମ୍ବରରେ ବସି ମଦ ପିଉଛନ୍ତି ବାବୁ
ଓଡିଶାରେ ଭର୍ଚୁଆଲ୍ ସେକ୍ସ

ଭୁବନେଶ୍ଵର: ଓଡିଶାରେ ଭର୍ଚୁଆଲ୍ ସେକ୍ସ। ମାତିଛନ୍ତି ଭର୍ଚୁଆଲ୍ ସେକ୍ସ ଗ୍ୟାଙ୍ଗ୍ । ଆଉ ଟିନ୍ ଏଜ୍ ଯୁବତୀଙ୍କୁ ଫସାଉଛନ୍ତି ତାଙ୍କ ଫାଶରେ । ପ୍ରଥମେ ବନ୍ଧୁତା, ଆଉ ତାହାପରେ ବ୍ଲାକ୍ ମେଲିଂ । ଏମିତି କରି ଯୁବତୀ ମାନଙ୍କୁ ହରଡଘଣାରେ ପକାଉଛନ୍ତି। ଆଉ ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେ ବି ଏହି ଗ୍ୟାଙ୍ଗର ପତ୍ତା ପୋଲିସ ପାଇପାରୁନି। ସୋସିଆଲ ମିଡିଆରେ ଆପଣ ଛାଡିଥିବା ଅନେକ ଫୋଟ ନେଇ ବ୍ଲାକମେଲର ଏକ ନଗ୍ନ ଫୋଟ ଯୋଡି ବ୍ଲାକ ମେଲିଙ୍ଗ କରାଯାଉଛି।
ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ

ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍
Download Argus News App
