ହେଲେ ମାଳିବ୍ରହ୍ମପୁର ଗାଁର ଉପେନ୍ଦ୍ର ସାହୁଙ୍କ ପରିବାର କମ୍ୟୁନିଷ୍ଟ ସେଣ୍ଟର ଆଗରେ ତାର ଜାଲି ରେ ବାଡ଼ ପକାଇଦେଇଥିଲେ । ଫଳରେ ୱାର୍ଡ ମେମ୍ବର ସେଠାରେ ପହଂଚି ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଉପେନ୍ଦ୍ରଙ୍କ ପରିବାର ଲୋକ । ଯାହା ପାଇଁ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏ ନେଇ ଥାନାରେ ୱାର୍ଡମେମ୍ବର ଲିଖିତ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର