କେହି କେହି ସାଧବ ବୋହୁଙ୍କୁ ପାଟପୋକ କହନ୍ତି | ମୌସୁମୀ ଆସିଲେ ସେ ଆସେ । କୁହାଯାଏ ସାଧବ ବୋହୁ କାଳେ ରଥଯାତ୍ରା ଦେଖିବାକୁ ଆସେ। କିନ୍ତୁ ଆଉ ଦେଖିବାକୁ ମିଳୁନି ସାଧବ ବୋହୁ। ଏବେ ପରିବେଶ ଆଉ ପାଣିପାଗ ବଦଳିଛି | ତେବେ ଆସନ୍ତୁ ଜାଣିବା ଏମାନେ କେତେଦିନ ବଞ୍ଚନ୍ତି ଆଉ କଣ କହୁଛି ବିଜ୍ଞାନ ଓ ଗବେଷଣା ରଜ ସଙ୍କ୍ରାନ୍ତି ଦିନ କୁଆଁରୀମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ପାଇଁ ପୂଜା କରିଥାନ୍ତି । ହାତକୁ ଭେଲଭେଟ ପରି ଲାଗିଥାଏ ସାଧବ ବୋହୁ.. ଦେଖିଲେ ଭାରି ଖୁସି ଲାଗେ।.. କିନ୍ତୁ ଆଉ ଆସୁନି ସାଧବୋହୁ.. ତାକୁ ଝୁରୁଛି ଆସାଢର ପ୍ରଥମ ବର୍ଷା..
ଅଧିକ ଦେଖନ୍ତୁ :